ବାୟୁ ପ୍ରଦୂଷଣ : ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ

155

ନୂଆଦିଲ୍ଲୀ,୨ା୧୧ : ଦିଲ୍ଲୀରେ ପ୍ରଦୂଷଣରୋକିବାକୁ ପଦକ୍ଷେପ ନେଲେସରକାର । ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗିକାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏ ବାବଦରେ ଏକ ନିଦେ୍ର୍ଦଶ ଜାରିକରାଯାଇଛି । ନିୟମ ପାଳନ କରାଯିବାନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । କେବଳ
ରେଳ, ଏୟାରପୋର୍ଟ, ହସ୍ପିଟାଲରେନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠଦିନରେ ପହଞ୍ଚିଛି ପ୍ରଦୂଷଣ । ବାୟୁର
ଗୁଣବତ୍ତା ୪୨୦କୁ ପାର ହୋଇଛି ।ସେହିପରି ଆନନ୍ଦ ବିହାରରେ ୪୧୬,ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ
ପାଲଟିଛି । ଏହାର ଭିତରେ ଏକସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀବାୟୁର ଗୁଣବତ୍ତା ଖରାପ ହେବାରେପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ
ଲାଗିବା କାରଣରୁ ବଢି·ଲିଛି ପ୍ରଦୂଷଣ ।ଦିନକରେ ୨୦୦୦ କ୍ଷେତରେ ଫସଲଅବଶେଷରେ ଲଗାଯାଉଛି ନିଆଁ ।ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା
ଘଟଣା ସଂଖ୍ୟା ୧୯୨୧ ରହିଛି ।ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂସୋମବାର ଦିନ ୧୦୩୦ ରହିଥିଲା ।ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର
ବାୟୁମଣ୍ଡଳ ଉପରେ ପଡୁଛି । ବାୟୁରଗୁଣବତ୍ତା ୩୬୪ ଥିବା ବେଳେ, ମଙ୍ଗଳବାରଦିନ ୩୫୯, ବୁଧବାର ଦିନ ପଞ୍ଜାବୀ ବାଗ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁର
ଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେପହଞ୍ଚିଛି । ସେପଟେ ପର୍ଯ୍ୟବେକ୍ଷଣ ମନ୍ତ୍ରୀଦିଲ୍ଲୀରେ ହଟସ୍ପଟ ପାଲଟୁଥିବା ସ୍ଥାନରେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଗ୍ରାଫ-୨ ନିୟମ ଲାଗୁ କରିଛନ୍ତି । ଏଥି ସହିତ ସମସ୍ତ ନିର୍ମାଣଧୀନ କାର୍ଯ୍ୟକୁ ସାମୁୟିକ ଭାବେ ବନ୍ଦ ରଖିଛନ୍ତି । ସଫର ଏଜେନ୍ସିଂଙ୍କ ମୁତାବକ ନଡା ଜାଳିବା ଦ୍ୱାରା ୧ ନଭେମ୍ବରରେ ବାୟୁର ଗୁଣବତ୍ତା ୧୨.୯୬% ଥିବା
ବେଳେ ୨୭ ଅକ୍ଟୋବରରେ ବୃଦ୍ଧି ଘଟି ୨୩.୪୮%ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ପ୍ରଭାବିତ ହେଉଥିବା ଉତ୍ତର ପଶ୍ଚିମ ମୌସୁମୀ ବାୟୁ କାରଣରୁ ଫସଲର ଅବଶେଷ ଜଳାଯିବା ଫଳରେ ସେଥିରୁ ବାହାରୁଥିବା ଧୂଆଁର ପ୍ରଭାବ ସିଧାସଳଖ ଦିଲ୍ଲୀ ଉପରେ ପଡୁଛି । ବର୍ତ୍ତମାନ ଦିଲ୍ଲୀ ପ୍ରଦୂଷଣ ମାତ୍ରାକୁ ଦେଖିଲେ ସ୍ଥିତିରେ ସୁଧାର ଆସିବା ନିମନ୍ତେ ଏକ ବର୍ଷ ସମୟ ଲାଗିବ
ବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି । ଅନ୍ୱେଷା ଅଭିଯାନ ଜରିଆରେ ଜିଲ୍ଲାର ସମସ୍ତ ଜାତି ସମାଜ, ପଞ୍ଚୟାତ ରାଜ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲ୍ୟବିବାହକୁ ରୋକିବା ଦିଗରେ ଗ୍ରାମ ଗୁଡିକରେ ସଚେତନ କରାଯାଇ ଗତ ୨୦୨୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୯୨୨ଟି ବାଲ୍ୟ
ବିବାହକୁ ରୋକାଯିବା ସହିତ ୨୬୪ ଟି ରାଜସ୍ୱ ଓ ୬୧୭ଟି ପଡା ଗ୍ରାମକୁ ମିଶାଇମୋଟ ୮୮୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନକୁ ଏହି ସମ୍ମାନ ଜନକ ଓସିପିସିଆର ପୁରସ୍କାର ମିଳିବ ପରେ ବୁଦ୍ଧିଜୀବୀ ମହଲରେ ଜିଲ୍ଲାପାଳଙ୍କୁ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.