ଜୟପୁର, 11 ସେପ୍ଟେମ୍ବର : ଜୟପୁର ଟାଉନ ପୋଲିସ ଭଉଣିକୁ ହତ୍ୟା ଉଦ୍ୟାମ କରିଥିବା ଅଭିଯୋଗରେ ଭାଇକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଓଡିଆ ମେଦ୍ରି ସାହିର ମହେଶ ପାଙ୍ଗି । ପୋଲିସ ସୁଚନା ଅନୁଯାଇ ଓଡିଆ ମେଦ୍ରୀ ସାହିରେ ରହୁଥିବା ମିନି ହରିଜନ କୁ ଟଙ୍କା ମାଗିଥିଲେ ଦେବାରୁ ଛୁରିରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରୁଥିବା ନେଇ ଜୟପୁର ଟାଉନ ପୋଲିସ ରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟାଉନ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ମହେଶ କୁ ଗିରଫ କରି ଛୁରି କୁ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.