ସଡ଼କ ଦୁର୍ଘଟଣାରେ ୩୫ ଜଣଙ୍କ ମୃତୁ୍ୟ

135

ନୂଆଦିଲ୍ଲୀ: ଇଜିପ୍ଟର ବେହେରା ରୋଡ୍ରେ ଭୟଙ୍କର ସଡ଼କ ଦୁର୍ଘଟଣା ।
ରିପୋର୍ଟ ଅନୁଯାୟୀ, ବେହେରା ରୋଡ୍ରେ ଏକାସାଙ୍ଗରେ ଅନେକ ଗାଡି
ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩୫ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ
୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଅନେକ ବସ୍ ଓ
ର୍କା କ୍ଷତିଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣା ବେହେରା ପ୍ରଦେଶଠାରୁ ପ୍ରାୟ ୧୩୨
କିଲୋମିଟର ଦୂରରେ ବୋଲି ଜଣାଯାଇଛି । ଖବର ଅନୁଯାୟୀ, ଗାଡିଗୁଡ଼ିକ
ପରସ୍ପର ସହିତ ଧକ୍କା ହେବା ପରେ ଏକ କାରରୁ ପେଟ୍ରୋଲ ଲିକ୍ ହେବା
ଅ ।ରମ୍ଭ ହୋଇଥିଲା, ଯାହା ପରେ କିଛି ଗାଡିରେ ନିଅ ।ଁ ଲାଗିଯାଇଥିଲା ।

Leave A Reply

Your email address will not be published.