ସମୁଦ୍ର ମଝିରୁ ଜାହାଜ ଓ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନ

166

ପାରାଦୀପ,(ଡିକେ ନୁ୍ୟଜ୍): ଗଭୀରସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକଅଚଳ ବେନିୟନ୍ତ୍ରିତ ଭାସମାନଜାହାଜ ଓ ଏହାର ନାବିକ ମାନଙ୍କୁମଙ୍ଗଳବାର ଦିନ ଉଦ୍ଧାର କରିଛିଭାରତୀୟ ତଟରକ୍ଷୀ ବାହିନୀ ।ଘଟଣାରୁ ପ୍ରକାଶ, ପାରାଦୀପରୁ୩୫ ନଟିକାଲ ମାଇଲ ଦୂରଗଭୀର ସମୁଦ୍ରରେ ଭାରତସରକାରଙ୍କ ଏକ ସର୍ଭେ ଜାହାଜ
କୌସ୍ତୁଭ ଗତ ସୋମବାରମାଧ୍ୟରାତ୍ରରେ ସାମୁଦ୍ରିକ ବାତ୍ୟାହାମୁନ ପ୍ରଭାବ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇ ବିପଦଜନକଭାବେ ଭାସମାନ ଅବସ୍ଥାରେ ଥିବାବେଳେ ଏଥିରେ ୨୫ ଜଣ ନାବୀକଙ୍କଜୀବନ ଶଙ୍କଟାପର୍ଣ୍ଣ ଅବସ୍ଥାରେରହିଥିଲା । ତେବେ ଖବରପାଇଭାରତୀୟ ତଟରକ୍ଷୀ ବାହିନୀରଜାହାଜ ଅମୋଘ ଘଟଣା ସ୍ଥଳରେପହଞ୍ଚି ମଙ୍ଗଳବାର ଦିନ ସମସ୍ତ୨୫ ଜଣ ନାବିକଙ୍କୁ ଉଦ୍ଧାରକରିବା ସହିତ ଅଚଳ ଜାହାଜଟିକୁଟୋଚନ କରି ପାରାଦୀପ ବନ୍ଦରଅଭିମୁଖେ ଆଣୁଥିଲେ ।ଆବଶ୍ୟକୀୟ ମରାମତି ପରେଜାହାଜଟି ପାରାଦୀପ ବନ୍ଦରରୁପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି ।

Leave A Reply

Your email address will not be published.