୨୦୨୨ରେ ଓଡ଼ିଶାରେ ମୃତୁ୍ୟହାର ୭ ପ୍ରତିଶତ ବୃଦ୍ଧ

144

ନୂଆଦିଲ୍ଲୀ,୩୧ା୧୦ : ଓଡ଼ିଶାରେ ସଡ଼କଦୁର୍ଘଟଣାରେ ମୃତୁ୍ୟସଂଖ୍ୟା ବଢ଼ିବଢ଼ିଚାଲିଛି । ୨୦୨୧ ତୁଳନାରେ୨୦୨୨ରେ ମୃତୁ୍ୟହାର ୭ ପ୍ରତିଶତ
ବଢ଼ିଛି । ୨୦୨୧ରେ ରାଜ୍ୟରେମୃତୁ୍ୟସଂଖ୍ୟା ୫୦୮୧ ଥିବାବେଳେ୨୦୨୨ରେ ଏହି ସଂଖ୍ୟା ୫୪୬୭ରେପହଞ୍ଚିଛି । କେବଳ ଓଡ଼ିଶା ନୁହେଁ ସାରା
ଦେଶରେ ସଡ଼କ ଦୁର୍ଘଟଣାରେ ଅଧିକଲୋକଙ୍କ ଜୀବନ ଯାଉଛି । ୨୦୨୨ରେ୧୨ ପ୍ରତିଶତ ବଢିଛି ସଡ଼କ ଦୁର୍ଘଟଣା ।ସଡ଼କ ପରିବହନର ରିପୋର୍ଟକୁ ନେଇ
ଚିନ୍ତା ବଢାଇଛି । ୨୦୨୨ରେ୪,୬୧,୩୧୨ଟି ସଡ଼କ ଦୁର୍ଘଟଣାରେ୧,୬୮,୪୯୧ ଜଣଙ୍କ ମୃତ୍ୟୁ ହୋଇଥିଲା ।ସେହିପରି ୪,୪୩,୩୬୬ ଜଣ ଆହତ
ହୋଇଥିଲେ । ଏନେଇ କେନ୍ଦ୍ର ସଡ଼କ ଓପରିବହନ ମନ୍ତ୍ରଣାଳୟ ପକ୍ଷରୁ “ରୋଡଆକ୍ସିଡେଣ୍ଟ ଇନ୍ ଇଣ୍ଡିଆ-୨୦୨୨’ ଶୀର୍ଷକଏହି ରିପୋର୍ଟରେ ୧୧.୯ ପ୍ରତିଶତ ହାରରେ
ବଢିଛି ସଡ଼କ ଦୁର୍ଘଟଣା । ସେହିପର ୯.୪ପ୍ରତିଶତ ହାରରେ ମୃତୁ୍ୟ ସଂଖ୍ୟା ବିବଢ଼ିଥିବାବେଳେ ୧୫.୩ ପ୍ରତିଶତ ବୃଦ୍ଧିପାଇଛି । ହାଇସ୍ପିଡ୍, ବେପରୁଆ ଡ୍ରାଇଭିଂ,
ମଦ୍ୟପ ଡ୍ରାଇଭିଂ ଏବଂ ଟ୍ରାଫିକ ନିୟମପାଳନ ନ କରିବା ସଡ଼କ ଦୁର୍ଘଟଣାରସବୁଠାରୁ ବଡ କାରଣ ବୋଲି ରିପୋର୍ଟରେଉଲ୍ଲେଖ ହୋଇଛି । ଏଭଳି ସଡ଼କ ଦୁର୍ଘଟଣା
ବିଷୟରେ ଡ୍ରାଇଭରମାନଙ୍କୁ ଅବଗତକରାଯିବା ଆବଶ୍ୟକ । ଯାହାଦ୍ୱାରାଯଥାସମ୍ଭବ ଜୀବନ ରକ୍ଷା ହୋଇପାରିବ ।ଡ୍ରାଇଭରମାନଙ୍କ ପାଇଁ ଅନେକ ପ୍ରକାରର
ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ଆରମ୍ଭକରିବାକୁ ପଡିବ । ତେବେ ୨୦୨୨ରେହୋଇଥିବା ୪,୬୧,୩୧୨ଟି ସଡ଼କଦୁର୍ଘଟଣା ମଧ୍ୟରୁ ୧,୫୧, ୯୯୭ଟି ବା
୩୨.୯ ପ୍ରତିଶତ ଦୁର୍ଘଟଣା ଜାତୀୟରାଜପଥ ଏବଂ ଏକ୍ସପ୍ରେସ ୱେରେହୋଇଛି । ସେହିଭଳି ୧,୦୬,୬୮୨ ବା୨୩.୧ ପ୍ରତିଶତ ଦୁର୍ଘଟଣା ରାଜ୍ୟରାଜପଥରେ ହୋଇଛି । ଏହା ବ୍ୟତୀତବାକି ୨,୦୨, ୬୩୩(୪୩.୯)ପ୍ରତିଶତ ଆକ୍ସିଡେଣ୍ଟ ଅନ୍ୟ ରାସ୍ତାରେହୋଇଥିବା

Leave A Reply

Your email address will not be published.