୫.୩ ତୀବ୍ରତାର ନେପାଳରେ ଭୂମିକମ୍ପ

198

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ନେପାଳଭାରତସୀମା । ୫.୩ ତୀବ୍ରତାର ଭୂକମ୍ପଝଟକା ଅନୁଭୂତ । ଆଜି ସକାଳୁନେପାଳରେ ଭୂକମ୍ପ ଝଟକା ଲାଗିଛି ।
ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ପ୍ରାୟ୫୫ କିଲୋମିଟର ପଶ୍ଚିମରେଧାଡିଙ୍ଗରେ ରହିଛି । ତେବେ ବର୍ତ୍ତମାନଯାଏ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି
ସୂଚନା ନାହିଁ । ନେପାଳରେ ଆଜି ସକାଳପ୍ରାୟ ୭.୨୪ ସମୟରେ ତୀବ୍ର ଭୂକମ୍ପଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର
ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପକରାଯାଇଥିଲା । ଉତ୍ତରପ୍ରଦେଶ,ବିହାର ଏବଂ ଦିଲ୍ଲୀ-ଏନସିଆରରେକମ୍ପନ ଅନୁଭୂତ ହୋଇଥିଲା ।ଏହାପୂର୍ବରୁ ଅକ୍ଟୋବର ୧୬ ରେମଧ୍ୟ ନେପାଳର ଅନେକ ସ୍ଥାନରେ୪.୮ ମ୍ୟାଗ୍ନିଚୁ୍ୟଡର ଭୂକମ୍ପ ଅନୁଭୂତହୋଇଥିଲା । ଏପରିକି ସେତେବେଳେୟୁପି, ବିହାର ଏବଂ ଦିଲ୍ଲୀ-ଏନସିଆରସମେତ ଭାରତର ଅନେକ ସ୍ଥାନରେଭୂକମ୍ପ ଅନୁଭୂତ ହୋଇଥିଲା

Leave A Reply

Your email address will not be published.