ନବରଙ୍ଗପୁର: କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ପୋଲିସ ଘଟଣାରେ ଜଣକୁ ଗିରଫ କରିଛି । ମଇଦଲପୁର ଅଂଚଳରେ ଗାଡି ଯାଂଚ୍ ବେଳେ କାର୍ ରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାର୍ ସହ ଗଞ୍ଜେଇକୁ ଜବତ କରିଥିଲା । ଜୟପୁରରୁ ପାଟଣା ଚାଲାଣ ବେଳେ ପୋଲିସ ଏହାକୁ ଧରିବାରେ ସଫଳ ହୋଇଛି ।
Sign in
Sign in
Recover your password.
A password will be e-mailed to you.