୫ ସାଇବର ଠକ ଗିରଫ

147

ଭୁବନେଶ୍ୱର : ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ଏହି ୫ଜଣ ଠକକୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଘାଟିକିଆ ଓ ୨ ଜଣ ବରମୁଣ୍ଡା ଅଂଚଳର ରହିଛନ୍ତି । ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ ପୋଲିସ । ଅଭିଯୋଗ ଅନୁସାରେ, ଗିରଫ ଅଭିଯୁକ୍ତ ମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମରେ ସମ୍ପୃକ୍ତ ଥିଲେ ।

Leave A Reply

Your email address will not be published.