କଟକ : କଟକ ଜିଲ୍ଲା କିଶନନଗର ଥାନା ଇସାଣିବରମପୁର ଅଞ୍ଚଳରେ ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ ନାବାଳିକାର ମାଆ। ନାବାଳିକା ଜଣକ ଶୌଚ କରି ପାଇଖାନାକୁ ଯାଇ ଫେରିବା ଡେରିହେବା କାରଣରୁ ମାଆ ପାଇଖାନା ପାଖକୁ ଯାଇଁ ଦେଖିଲା ବେଳକୁ ସେହି ଅଞ୍ଚଳର ଜଣେ ଯୁବକ ତାଙ୍କ ଝିଅ ସହ ଜୋର ଜବରଦସ୍ତି କରି ଦୁଷ୍କର୍ମ କରୁଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ କିଶନନଗର ପୋଲିସ ଏକ ମାମଲା ରୁଜୁକରି ପିଡିତାକୁ ଡାକ୍ତରୀମଇନା କରିବା ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଥିବାର ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.