ଦନ୍ତା ହାତୀର ମୃତଦେହ ଠାବ

184

ଢ଼େଙ୍କାନାଳ : ଢ଼େଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମର ଏକ ଆମ୍ବ ବଗିଚା ମଧ୍ୟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଦନ୍ତାଟି ସୋଲାର ଫେନସିଂ ତାରରେ ଗୁଡାଇ ହୋଇ ସେଠାରେ ମରି ପଡିଛି । ଘଟଣା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଅ।ରମ୍ଭ ହୋଇଛି । ବଗିଚାର ମାଲିକକୁ ଅଟକ ରଖି ପଚରା ଉଚୁରା ଜାରୀ ରହିଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ ।

Leave A Reply

Your email address will not be published.