ଶେରଗଡ଼ ଅଂଚଳରେ ସେରୋ ସର୍ଭେ

178

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଳକର ୧୦ଟି ଗ୍ରାମରେ ସେରୋ ସର୍ଭେ କରାଯିବା ନେଇ ନିଷ୍ପତି କ୍ରମେ ମେଡିକାଲ ଟିମ୍ ପ୍ରଥମେ ଶେରଗଡ଼ର ଗୋଠଗାଁରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଛନ୍ତି । ଏହି ଟିମକୁ ଆଶା, ସ୍ୱାସ୍ଥ୍ୟ କର୍ମୀ ଓ ଅଂଗନବାଡିକର୍ମୀ ସହଯୋଗ କରୁଛନ୍ତି ।

ଏତତ୍‌ ବ୍ୟତୀତ ଆହୁରି ନଅଟି ଗ୍ରାମରେ ମଧ୍ୟ ଏହି ଟିମ୍ ରକ୍ତ ନମୂନା ସଂଗ୍ରହ କରିଛନ୍ତି । ଏହି ପରୀକ୍ଷାରେ କେତେଜଣଙ୍କ ଠାରେ ଆଣ୍ଟିବଡି ରହିଛି ତାର ନିରୁପଣ ଓ ଆକଳନ କରାଯାଇ ପାରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.