ପାରଳାଖେମୁଣ୍ଡି : ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରାଣୀ ଏକ୍ସପ୍ରେସକୁ ବାତିଲ କରାଯାଇଥିବାର ଜଣାପଡିଛି । ଇଷ୍ଟକୋଷ୍ଟ ରେଳ ବିଭାଗର ପକ୍ଷରୁ ପ୍ରକାଶିତ ଏକ ପ୍ରେସ ଇସ୍ତହାରରେ ଏହି ସୂଚନା ଦିଆଯାଇଛି । ୦୮୧୨୭ ଓ ୦୮୧୨୮ ରାଜ୍ୟରାଣୀ ଏକ୍ସପ୍ରେସକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ରାଇରଖୋଲ ଚାର ମାଲ ନିକଟରେ ଏନ୍ଆଇଏ ଓ ଦୋହରିକରଣ କାମ ଚାଲୁ ରହିଥିବାରୁ ଏହି ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଥିବାର ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.