ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

159

-ପରିବାର ସଦସ୍ୟଙ୍କ ବୟାନ ରେକର୍ଡ଼ କଲା କ୍ରାଇମବ୍ରାଂଚ

ବାଲେଶ୍ୱର : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଆଜି ଏହି କ୍ରମରେ ସୌମ୍ୟଙ୍କ ଖଇରା ସ୍ଥିତ ବାସଭବନରେ ପହଂଚି ତଦନ୍ତ କରୁଛି କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ । ପରିବାର ସଦସ୍ୟଙ୍କ ବୟାନ ରେକର୍ଡ଼ କରୁଛି କ୍ରାଇମବ୍ରାଂଚ । ଏହା ପରେ ବିଦ୍ୟାଭାରତୀଙ୍କୁ ଜେରା କରାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.