ପୁଣି ଫେରିଲେ ହାତୀ, ଲୋକେ ଆତଙ୍କିତ

148

ନୂଆପଡା : ନୂଆପଡା ଜିଲ୍ଲା ଖରିଆରରୋଡ ରେଞ୍ଜ ଅଞ୍ଚଳରେ ୨ଟି ବଣୁଆ ହାତୀ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖରିଆରରୋଡ ରେଞ୍ଜ ମଶାନକୁଣ୍ତା, ପରକୋଡ ଗାଁ ପାଖରେ ହାତୀ ବୁଲୁ ଥିବା ଲୋକେ ଦେଖିଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଏଯାଏ କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

Leave A Reply

Your email address will not be published.