ମମିତାଙ୍କୁ ନ୍ୟାୟ ଦେବାକୁ ଆବଶ୍ୟକ ହେଲେ ମୁଁ ପୁଣି ଥରେ କଳା କୋର୍ଟ ପିନ୍ଧିବି – ବିଧାୟକ ନରସିଂହ

140

ବଲାଙ୍ଗିର : ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ତଥା ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ମମିତାଙ୍କୁ ନ୍ୟାୟ ଦେବାକୁ ଆବଶ୍ୟକ ହେଲେ ମୁଁ ପୁଣି ଥରେ କଳା କୋର୍ଟ ପିନ୍ଧିବି । ଦରକାର ପଡିଲେ ନ୍ୟାୟ ପାଇଁ ଲଢ଼ିବି । ସରକାର ଘଟଣାକୁ ଯେତିକି ଗୁରୁତ୍ୱ ଦେବା କଥା ଦେଇନାହାଁନ୍ତି । ଡିଆଇଜି କହୁଛନ୍ତି ତଦନ୍ତ ଶେଷ ହୋଇଛି, ଏହା କେଉଁ ଆଇନରେ ଅଛି । ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ର ବାବଦରେ କାହିଁକି ତଦନ୍ତ ହେଉନାହିଁ । ପୀଡ଼ିତା ପରିବାର ଲେଖିଥିବା ଏତଲାକୁ ନେଇ ସନ୍ଦେହ ଉପୁଜିଛି ।

Leave A Reply

Your email address will not be published.