ଲକ୍ଷଣ ବଦଳାଇଛି ଓମିକ୍ରନ୍ , ସ୍ମେଲ ଯାଉନି କି ଜ୍ୱର ହେଉନି

170

ଭୁବନେଶ୍ୱର : କରୋନାର ନୂଆ ମ୍ୟୁଟାଂଟ ଓମିକ୍ରନ ଲକ୍ଷଣ ବଦଳାଇଛି । ଏଥିରେ ସ୍ମେଲ ଯାଉନି କି ଅଧିକ ଜ୍ୱର କିମ୍ୱା ଥଣ୍ଡା ହେଉନି । କେବଳ ତଂଟି ଦରଜ ହେବା ବା ବସିବା ଭଳି ଲକ୍ଷଣ ଦେଖାଯାଉଛି ।

ତେବେ ଏହାକୁ ରୋକିବାକୁ ହେଲେ ଟିକା ନେବା, ସାମାଜିକ ଦୂରତା ରଖିବା, ହାତ ଧୋଇବା, ମାସ୍କ ପିନ୍ଧିବା ନିହାତି ଜରୁରୀ । ଏପରିକି ଭିଡ଼ ଜମାଇବା ନାହିଁ, ଗହଳିକୁ ଗଲେ କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

Leave A Reply

Your email address will not be published.