ଭୁବନେଶ୍ୱର, 28 ଜୁନ – ତାରିଣୀ ବସ୍ତ୍ରାଳୟରେ ଜିଏସଟି ରେଡ୍ ହୋଇଛି ।ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଜିଏସଟି ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ତାରିଣୀ ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି । ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.