ଆମ କୋହିନୁର ଫେରାଇ ଦିଅ

172

କୋହିନୁର ହୀରା ଶ୍ରୀ ଜଗନ୍ନାଥଙ୍କ ର ରାଜା ରଂଜିତ ସିଂ ଏହି ହୀରାକୁ ମହାପ୍ରଭୁଙ୍କୁ ଦାନ କରିଥିଲେ , ପରାଧୀନ ଭାରତରେ ଏହି ହୀରାକୁ ଇଂରେଜ ମାନେ ନିଜ ଦେଶକୁ ନେଇ ଯାଇଛନ୍ତି , ରାଣୀ ଏଲିଜେବେଥ ଙ୍କ ମୃତ୍ୟୁ ପରେ ଏହି ହୀରା ପୁରୀ ଶ୍ରୀମନ୍ଦିର କୁ ଫେରାଇ ଆଣିବା ଲାଗି ଜଗନ୍ନାଥ ସେନା ଦାବି କରିଛି, ଅନ୍ତର୍ଜାତୀୟ କୋର୍ଟ କୁ ଯିବା ଆଗରୁ ସେନା ଆବାହକ ପ୍ରିୟଦର୍ଶନ patnaik ରାଷ୍ଟ୍ରପତି ଭବନ କୁ ଯାଇ ଦାବି ପତ୍ର ଦେଇଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାମଲାର ହସ୍ତକ୍ଷେପ କରି ତୁରନ୍ତ କୋହିନୁର ହୀରାକୁ ଫେରାଇ ଆଣିବା ପାଇଁ ସେନା ଦାବି କରିଛି

Leave A Reply

Your email address will not be published.