ବନ ବିଭାଗର ଚଢଉ : ଶାଗୁଆନ ଗଣ୍ଡି ଜବତ

200

ବଲାଙ୍ଗିର, ୨୩ ଜାନୁଆରୀ – ଗତକାଲି ପୂର୍ବାହ୍ନରେ ଲାଠୋର ରେଞ୍ଜ ର କର୍ମଚାରୀମାନେ କର୍ଲାକୁଟନା ବିଟ୍ ବାହାବଲ ଗ୍ରାମ ନିକଟରେ ୩୯.୮୬ ସିଫ୍ଟ ମାପ ବିଶିଷ୍ଟ ୫ ଟି ଶାଗୁଆନ ଗଣ୍ଡି ଜବତ କରିଥିଲେ। ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।  ରେଞ୍ଜ ଅଫିସର ମିସ୍ ପ୍ରଭାତୀ ସେଠଙ୍କ ନିର୍ଦ୍ଦେଶରେ ଡି.କେ. ରାୟ, ଫରେଷ୍ଟର, ଲାଠୋର ରେଞ୍ଜର ପାରା କର୍ମଚାରୀମାନଙ୍କ ସହିତ ଏହି ଚଢ଼ଉ କରିଥିଲେ।

Leave A Reply

Your email address will not be published.