କାନାରା ବ୍ୟାଙ୍କ ତରଫରୁ ପୁରୁଣା, ମଇଳା ଏବଂ ଚିରାଫଟା ମୁଦ୍ରା ବିନିମୟ ମେଳା

147

କଟକ : କାନାରା ବ୍ୟାଙ୍କ ତରଫରୁଲୋକମାନଙ୍କର ହିତକୁ ଦୃଷ୍ଟିରେ ରଖିପୁରୁଣା ମଇଳା ଏବଂ ଚିରାଫଟାନୋଟ୍କୁ ବଦଳାଇ ନୂଆ ନୋଟ୍ ଏବଂକଏନ୍ ଦେବାର ବ୍ୟବସ୍ଥା ଚୈାଧୁରୀବଜାରସ୍ଥିତ କାନାରା ବ୍ୟାଙ୍କ ଶାାଖାରେଅନୁଷ୍ଠିତ ହୋଇଥିଲା । ଏହାକୁଭାରତୀୟ ରିଜର୍ଭ ବ୍ୟାଙ୍କରମହାପ୍ରବନ୍ଧକ ଦେବୀ ପ୍ରସାଦ ରାୟଉଦ୍ଘାଟନ କରିଥିଲେ । ଏହିକାର୍ଯ୍ୟକ୍ରମରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟଜଗଦୀଶ ଚନ୍ଦର ଏବଂ କ୍ଷେତ୍ରୀୟମୁଖ୍ୟ ନୀରଜ କୁମାର ମିଶ୍ର ଉପସ୍ଥିତଥିଲେ । କରେନ୍ସି ଚେଷ୍ଠର ଅଧିକାରୀଏବଂ ଚୈାଧୁରୀ ବଜାର ଶାଖାରଅଧିକାରୀ ଓ କର୍ମଚାରୀମାନେକାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.