ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ବୃଦ୍ଧି କରିବ ଆମେରିକ
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋବାଇଡେନଙ୍କ ବଡ଼ ବୟାନ । ଇସ୍ରାଏଲଗସ୍ତ ପରେ ଦେଶବାସୀଙ୍କୁ ସମ୍ବୋଧନକରିଛନ୍ତି ବାଇଡେନ । କହିଛନ୍ତିଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବାଆମେରିକା ଜାତୀୟ ସୁରକ୍ଷା ପାଇଁଗୁରୁତ୍ୱପୂର୍ଣ୍ଣ । ହମାସ ଆତଙ୍କ ଓପୁଟିନଙ୍କ ଆକ୍ରମଣ ଭିନ୍ନ ବିପଦ ସୃଷ୍ଟିକରୁଛି ବୋଲି ଆମେରିକା ରାଷ୍ଟ୍ରପତିସ୍ପଷ୍ଟ କରିଛନ୍ତି । ଉଭୟ ହମାସ ଓପୁଟିନ ପଡୋଶୀ ରାଷ୍ଟ୍ରକୁ ଧ୍ୱଂସକରିବାକୁ ଚାହୁଁଛନ୍ତି ।ଇସ୍ରାଏଲ ଓୟୁକ୍ରେନକୁ ସହାୟତା ଆମେରିକାରସୁରକ୍ଷା ବୃଦ୍ଧି କରିବ । ଆମେରିକାସଂସଦ ଇସ୍ରାଏଲ ଓ ୟୁକ୍ରେନ ପାଇଁସାମରିକ ସହାୟତାକୁ ମଞ୍ଜରୀ ଦେବାକୁବାଇଡେନ ଅନୁରୋଧ କରିଛନ୍ତି । ଏହାମଧ୍ୟ କହିଛନ୍ତି ଯେ ଗାଜା ହସ୍ପିଟାଲଉପରେ ହୋଇଥିବା ଆକ୍ରମଣ ପଛରେନାହିଁ ଇସ୍ରାଏଲର ହାତ । ଅପର ପକ୍ଷରୁଏହି ଆକ୍ରମଣ ହୋଇଥାଇପାରେ ବୋଲିକହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋବାଇଡେନ । ତେଲ ଆଭିଭ ଗସ୍ତରେଆସି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେକରିଛନ୍ତି ଆଲୋଚନା । ଇହୁଦି ରାଷ୍ଟ୍ରଗଠନକୁ ଆମେରିକା ସମର୍ଥନ କରିବବୋଲି କହିଛନ୍ତି ବାଇଡେନ । ସେକହିଛନ୍ତି ୩୧ ଆମେରିକୀୟ ସମେତ୧୩୦୦ରୁ ଅଧିକ ଲୋକଙ୍କ ହତ୍ୟାପଛରେ ରହିଛି ହମାସ । ସେମାନେଆଇଏସଆଇଏସ ପରି ଆତଙ୍କ ସୃଷ୍ଟିକରିଚାଲିଛନ୍ତି । ପାଲେଷ୍ଟାଇନବାସୀଙ୍କ ପ୍ରତିନିଧିତ୍ୱ ହମାସକରୁନାହିଁ । ଇସ୍ରାଏଲ ଲାଗିଆମେରିକା ସର୍ବଦା ଠିଆ ହେବବୋଲି କହିଛନ୍ତି ବାଇଡେନ