ଆସନ୍ତା ୧୯ରେ ପ୍ରସିଦ୍ଧ ଶୁଳିଆ ଯାତ୍ରା

155

ବଲାଙ୍ଗିର: ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା । ଜିଲ୍ଲା ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ଏହାର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏ ସଂକ୍ରାନ୍ତୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ଶୁଳିଆ ଯାତ୍ରା କମିଟି କର୍ମକର୍ତା ଓ ମୁଖ୍ୟ ପୂଜକ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.