ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ

194

ଶ୍ରୀନଗର:  ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଯବାନ ଓ ଜମ୍ମୁକଶ୍ମୀର ପୋଲିସ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା  ଆରମ୍ଭ କରିଛନ୍ତି ।   ଲେଲହାର ଅଂଚଳରେ ଆତଙ୍କବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଜମ୍ମୁକଶ୍ମୀର ପୋଲିସର ସହାୟତରେ ଅତର୍କିତ ଭାବେ ପହଂଚି ଏନକାଉଣ୍ଟର ଆରମ୍ଭ କରିଥିବା ଜଣା ପଡିଛି । 

Leave A Reply

Your email address will not be published.