ସହଯୋଗ ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ପ୍ଲାଟଫର୍ମ, କହିଲେ ପ୍ରଧାନମନ୍ତ୍ରୀ

129
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ । ଭାରତ ସରକାର ଏହି କ୍ଷେତ୍ରର ଭବିଷ୍ୟତ ଦୃଷ୍ଟିକୋଣରେ ସଂସ୍କାର ଆଣିଛନ୍ତି, ଯାହା ଆତ୍ମନିର୍ଭର ଭାରତ ଦିଗରେ ଆମ ପ୍ରଚେଷ୍ଟାରେ ଉତ୍ସାହ ଭରିଦେଵ” ।
Leave A Reply

Your email address will not be published.