କରୋନାରେ ବିଶ୍ୱବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ସଢ଼େ ୧୦ କୋଟି ଟପିଲା

148

ନୂଆଦିଲ୍ଲୀ:  କରୋନାରେ ସମଗ୍ର ବିଶ୍ୱରେ   ସାଢ଼େ ୧୦ କୋଟରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ବିଶ୍ୱରେ ମୃତକଙ୍କ ସଂଖ୍ୟା ୨୩ ଲକ୍ଷ ନିକଟତର ହୋଇଛି । ମୋଟ ୧୦ କୋଟି ୫୩ ଲକ୍ଷ ୯୨ ହଜାର ୨୬୬ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୯୨ ହଜାର ୫୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଆକ୍ରାନ୍ତ   ୭ କୋଟି ୭୨ ଲକ୍ଷ ୨୮ ହଜାର ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୭୧ ହଜାର ୧୯୬ ଜଣ ଲୋକ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.