ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କରୋନା ଟିକା ନେଲେ

150
ଭୁବନେଶ୍ୱର:  ରାଜ୍ୟର ଅତିରିକ୍ତ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଆଜି କରୋନା ଟିକା ନେଇଥିବା ଜଣାଯାଇଛି । ଏହି ଟିକା ନେବା ପରେ ସେ କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ସୁରକ୍ଷିତ । କରୋନା ଭୂତାଣୁ ଦାଉରୁ ସୁରକ୍ଷିତ ରହିବାକୁ ହେଲେ ଉଭୟ ଡୋଜ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି ।
Leave A Reply

Your email address will not be published.