ଦୁଇ ବାଇକ ଚୋର ଗିରଫ, କୋର୍ଟ ଚାଲାଣ

137

ବୁଗୁଡା:  ପୋଲସରା ବୁଧବାର ଦିନ ପୋଲସରା ପୋଲିସ ଦୁଇ ବାଇକ ଚୋରକୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗତ ଜାନୁୟାରୀ ୧୬ ତାରିଖ ଦିନ ପୋଲସରା ଷ୍ଟେଟବ୍ୟାଙ୍କ ଛକରୁ ଆଶିଷ ପୃଷ୍ଟିଙ୍କ ହିରୋ ଗ୍ଲୋମେର ବାଇକ ଚୋରି ହୋଇଥିଲା । ଏନେଇ ଶ୍ରୀ ପୃଷ୍ଟିଙ୍କ ଲିଖିତ ଅଭିଯୋଗ ପରେ ପୋଲସରା ଥାନା କେଶ ନଂ ୧୬/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଗତକାଲି ପୋଲସରା ସହର ର ରାକେଶ ପ୍ରଧାନ ଓ ସଂଗ୍ରାମ ପାତ୍ର ଚୋରି ଘଟଣାରେ ଗିରଫ ।

Leave A Reply

Your email address will not be published.