କରୋନାରେ ସମଗ୍ର ବିଶ୍ୱରେ ୧୦ କୋଟି ୬୩ ଲକ୍ଷ ଆକ୍ରାନ୍ତ

227

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱରେ  ୧୦ କୋଟି ୬୩ ଲକ୍ଷ ୨୫ ହଜାର ୬୮୮ ଲୋକ ସଂକ୍ରମିତ ହୋଇସାରିଛନ୍ତି ।   ସେହିପରି ୨୩ ଲକ୍ଷ ୧୮ ହଜାର ୮୪୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା  ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ  ୭ କୋଟି ୮୧ ଲକ୍ଷ ୧୦ ହଜାର ୯୬୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୯୫ ହଜାର ୮୮୦ ଜଣ ଲୋକ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.