କରୋନାରେ ସମଗ୍ର ବିଶ୍ବରେ ୨୧.୮୩ ଲକ୍ଷ ମୃତ୍ୟୁ

146

ନୂଆଦିଲ୍ଲୀ:  କରୋନାରେ ସମଗ୍ର ବିଶ୍ୱରେ ଆଜି  ପର୍ଯ୍ୟନ୍ତ ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୬୨ ହଜାର ୯୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୭ କୋଟି ୯୯ ଲକ୍ଷ ୬୭ ହଜାର ୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୯୫ ହଜାର ୯୦୮ ଜଣ ଲୋକ ସକ୍ରିୟ ଅଛନ୍ତି । 

Leave A Reply

Your email address will not be published.