ପୁଲୱାମା ଆକ୍ରମଣକୁ ୨ ବର୍ଷ

150

ନୂଆଦିଲ୍ଲୀ: ପୁଲାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨ ବର୍ଷ ପୁରିଛି। ପାକିସ୍ତାନୀ ଆତଙ୍କବାଦୀ ପକ୍ଷରୁ କରାଯାଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.