ଦ୍ୱିତୀୟ ଥର କୋଭିଡ୍ ଟୀକାଦାନ ଆରମ୍ଭ

255

ପୁରୀ: ପୁରୀ ଜ଼ିଲ୍ଲାରେ ଦ୍ୱିତୀୟ ଥର ପାଇଁ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଛି ।  କୋଭିଡ୍ ଯୋଦ୍ଧା ମାନଙ୍କୁ ଏହି ଟୀକା ଦିଆଯାଉଛି । ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର ମାନେ ଟୀକାଦାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଟୀକା ନେବା ପରେ ପ୍ରତ୍ୟେକଙ୍କୁ ଏକ ଘଣ୍ଟା ଅବଜରଭେସନରେ ରଖାଯାଉଛି ।

Leave A Reply

Your email address will not be published.