ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲା ଗମେଇସ୍ଥିତ ଆବାହନ ଫ୍ରୁଟ୍ ଆଣ୍ଡ ଭିଲେଜ୍ ପ୍ରୋସେସିଂ କ୍ଲଷ୍ଟର ସମେତ ଖଦୀ ଓ ଗ୍ରାମଦ୍ୟୋଗ ଆୟୋଗର ୫୨ଟି ସ୍ଫୁର୍ତି କ୍ଲଷ୍ଟରର ଉଦ୍ଘାଟନ କରିବେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କରି । ଭିଡିଓ କନ୍ଫରେନ୍ସିଂ ଜରିଆରେ ସନ୍ଧ୍ୟା ୫.୩୦ବେଳେ ଏହାକୁ ଉଦ୍ଘାଟନ କରିବେ ବୋଲି କେଭିଆଇସି ପକ୍ଷରୁ ଏକ ପ୍ରେସ୍ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.