ଫୁଲବାଣୀରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ୍ ପ୍ରତିଶେଧକ ଟୀକା ପ୍ରଦାନ

164

କନ୍ଧମାଳ: କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ଏବଂ ୫୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ଏହି ଟୀକା ଦାନ କରାଯାଇଛି । ଫୁଲବାଣୀର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଅନନ୍ତଚରଣ ମିଶ୍ର ପ୍ରଥମେ ଏହି ଟୀକା ନେଇଥିଲେ । ପରେ ଫୁଲବାଣୀ ଏବଂ ଆଖପାଖର ଅନେକ ବରିଷ୍ଠ ନାଗରିକ ଓ ମହିଳା ମାନେ ଏହି ଟୀକା ନେଇଥିଲେ।

Leave A Reply

Your email address will not be published.