ରାୟଗଡ଼ା: ଆଜି ଭୋର୍ ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା । ତେବେ କ୍ଷୟକ୍ଷତି ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ । ଭୋର୍ ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିବାରୁ ଅଧିକାଂଶ ଲୋକେ ଏହାର ଝଟକା ଅନୁଭବ କରିପାରିନଥିଲେ । ହେଲେ ଭୂମିକମ୍ପର ଝଟକା ଅନୁଭବ କରିଥିବା ଲୋକେ ଭୟଭିତ ହୋଇପଡିଛନ୍ତି ।
Sign in
Sign in
Recover your password.
A password will be e-mailed to you.