ଟୀକା ନଥିବାରୁ ବନ୍ଦ ହେଲା କେନ୍ଦ୍ର

167

କେନ୍ଦ୍ରାପଡା : କୋଭିଡ-୧୯ କରୋନା ସଂକ୍ରମଣ ଦିନକୁ ଦିନ କେନ୍ଦ୍ରାପଡାରେ ବଡୁ ଥିବାରୁ ସାଧାରଣ ଲୋକ ନିଜକୁ ସୁରକ୍ଷା ରଖିବା ପାଇଁ ଟୀକା ନେବା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭିଡ ଜମାଉଥିଲେ । ସମଗ୍ର ଜିଲ୍ଲାରେ ଦୈନିକ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଟୀକା ନେଉଥିଭା ବେଳେ ଜିଲ୍ଲାରେ ଟୀକା ସରିଯାଇ ଥିବାରୁ କେତେକ କେନ୍ଦ୍ର ବନ୍ଦ ରହିଥିବା ଜଣା ପଡିଛି । ବୁଧବାର ମୁଖ୍ୟ ଚିକିତ୍ସାଳୟରେ ଟୀକା କେନ୍ଦ୍ର ବନ୍ଦ ଥିବାରୁ ବହୁ ବରିଷ୍ଠ ନାନଗରିକ ଟୀକା ନେଇ ନପାରି ନିରାଶ ହୋଇ ଫେରିଥିଭା ଜଣାପଡିଛି । ତେବେ ଦିନେ ଦୁଇ ଦିନ ଭିତରେ ଜିଲ୍ଲାରେ ଟୀକା ପହଁଚିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.