ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଜଣେ ଯବାନ ସହିଦ

184

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋ ଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନା ନ ରେନ୍ଦ୍ର କୁମାର ନାୟକ ଓ ଗୁରତ୍ୱର ଯବାନ ଅମର ଠାକୁର । ବିଜାପୁର ଜିଲ୍ଲାର କୁଟେରୁ ଥାନା ଅନ୍ତର୍ଗତ ଆମ୍ବେଲି ଜଙ୍ଗଲ ରାସ୍ତାରେ ନକ୍ସଲ ମାନେ ଲ୍ୟାଣ୍ଡ୍‌ମାଇନ୍‌ ଲଗାଇଥିଲେ ।

Leave A Reply

Your email address will not be published.