ଭୁବନେଶ୍ୱର: କଂଗ୍ରେସ ଭବନରେ ଦୁଇ ଗୋଷ୍ଠି ମଧ୍ୟରେ ହୋଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଦଳ ବିରୋଧୀ କାମ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଯିଏ ବିଶୃଙ୍ଖଳା କରିଥିବ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କାହାର ଅଭିଯୋଗ ଥିଲେ ଏଆଇଆଇସିସିକୁ ଜଣାନ୍ତୁ ବୋଲି ସେ କହିଥିଲେ ।
Sign in
Sign in
Recover your password.
A password will be e-mailed to you.