ବିଓବି ୱାର୍ଲ୍ଡ’ରେ ନୂଆ ଗ୍ରାହକଙ୍କୁ ଯୋଡିବା ଉପରେ ଆରବିଆଇର ରୋକ୍
Adding new customers to BOB World RBI's ruling on
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦାରଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଜରୁରୀସୂଚନା । ଭାରତୀୟ ରିଜର୍ଭ ବ୍ୟାଙ୍କସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ୍ ଅଫ୍ବରୋଦାକୁ ଏହାର ମୋବାଇଲ୍ ଆପ୍”ବିଓବି ୱାର୍ଲ୍ଡ’ରେ ନୂଆ ଗ୍ରାହକଯୋଡ଼ିବାକୁ ତକ୍ରାଳ ପ୍ରଭାବରେ ବନ୍ଦକରିଛି । ଅବଶ୍ୟ ଏହାର ପ୍ରଭାବଗ୍ରାହକଙ୍କ ପୁରୁଣା ଗ୍ରାହକଙ୍କ ଉପରେପଡ଼ିବ ନାହିଁ । ଏହାର ପ୍ରଭାବ କେବଳସେହି ଗ୍ରାହକଙ୍କ ଉପରେ ପଡ଼ିବଯେଉଁମାନଙ୍କ ପାଖରେ ବ୍ୟାଙ୍କ୍ ଅଫ୍ବରୋଦାରେ ଆକାଉଣ୍ଟ ରହିଛି ମାତ୍ରସେମାନେ ବ୍ୟାଙ୍କ୍ର “ବିଓବି ୱାର୍ଲ୍ଡ’ଆପ୍ ସହ ଯୋଡ଼ି ହୋଇନଥିଲେ ।ଏହି ଆପ୍ ଦ୍ୱାରା ବ୍ୟାଙ୍କ୍ ଗ୍ରାହକଙ୍କୁଇଣ୍ଟରନେଟ୍ ବ୍ୟାଙ୍କିଂ ବ୍ୟତୀତବିଭିନ୍ନ ପ୍ରକାର ପେମେଣ୍ଟ, ଟିକେଟ,ଆଇପିଓ ସବସ୍କ୍ରିପସନ ଆଦିରସୁବିଧା ଦେଇଥାଏ । ଆରବିଆଇରକହିବା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନଗ୍ରାହକଙ୍କୁ ଆପ୍ ସହ ଯୋଡ଼ିବାଉପାୟରେ କିଛି ଚିନ୍ତାକୁ ପରେଆସିଛି । ଆରବିଆଇ ତରଫରୁ ଜାରିବୟାନ ଅନୁଯାୟୀ, ରିଜର୍ଭ ବ୍ୟାଙ୍କବ୍ୟାଙ୍କି ବିନିୟମ ଅଧିନିୟମ୧୯୪୯ର ଧାରା ୩୫କଅନୁଯାୟୀ, ବ୍ୟାଙ୍କ୍ର ମୋବାଇଲଆପ୍ ଉପରେ ତୁରନ୍ତ ନିଲମ୍ବିତ
କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।