ଟ୍ରାଫିକ୍‌ ସମସ୍ୟାରେ କଲବଲ ଜନଜୀବନ, ବିଶ୍ୱର ୧୦ ଭିଡ ସହର ତାଲିକାରେ ବେଙ୍ଗାଲୁରୁ-ପୁଣେ

ନୂଆଦିଲ୍ଲୀ, ୧୬ା୨: ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି । ଏକ ଡେନମାର୍କ ସଂଗଠନ ଦ୍ୱାରା ୧୦ ଭିଡ ସହର ତାଇିକାର ଏକ ରିପୋର୍ଟ…

୮୪୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେସାମରିକ ବିମାନ କିଣିବା ସଉଦା ଆହୁରି ବଡ଼ ହେବ । ଏମିତିରେ କମ୍ପାନୀ ଆମେରିକା ଓ ଫ୍ରାନ୍ସ ସହ ଚୁକ୍ତି କରି ୪୭୦ ବିମାନ କିଣି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛି । ଏବେ ପୁଣି ୩୭୦ ଜେଟ୍‌ କିଣିବାକୁ ଚାହୁଁଛି କମ୍ପାନୀ । ଆସନ୍ତା ୧୦ ବର୍ଷ…

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କୃଷିରେ ବ୍ୟବହାର କରନ୍ତୁ ନୂଆ ଟେକ୍ନୋଲୋଜି

ଭୁବନେଶ୍ୱର, ୧୬ା୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ "କୃଷି ଓଡିଶା' ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା…

ଡ୍ରୋନ୍‌ ଜରିଆରେ ଘରକୁ ପଠାଯିବ ଔଷଧ

ହାୱଡା : ଟ୍ରାଫିକ୍‌ ଜାମ୍‌ର ସମସ୍ୟାରୁ ରକ୍ଷା ପାଇବା ଓ ଠିକ୍‌ ସମୟରେ ଔଷଧ ପହଞ୍ଚାଇବା ପାଇଁ ଟେକ୍ନେଲୋଜିର ସାହାରା ନିଆଯାଉଛି । କୋଲକାତାରେ ମଙ୍ଗଳବାର ଡ୍ରୋନ୍‌ ଜରିଆରେ ଔଷଧ ପଠାଇବା ସେବା ଆରମ୍ଭ ହୋଇଯାଇଛି । ଏହି ସେବାକୁ ଆରମ୍ଭ କରିଥିବା ଷ୍ଟାର୍ଟଅପ୍‌ ଟିଏସ୍‌ଏଡବ୍ଲୁ ଟେକ୍ସିନଣ୍ଟ…

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ସହାୟତା

ଭୁବନେଶ୍ୱର : ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

୨୧ରୁ ବଜେଟ୍‌ ଅଧିବେଶନ ୨୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାର ସୁପରି ଚ।ଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଧାନସଭା କିପରି ଚ। ଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠୁ ମତାମତ ନିଆଯିବ । ଏ ନେଇ ବାଚସ୍ପତି…

୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ କୋଟ

ଭୁବନେଶ୍ୱର, : ଭୁବନେଶ୍ୱର ଓ କୋଣାର୍କରେ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ କଟକ, ଖୋର୍ଦ୍ଧା ଓ ବୌଦ୍ଧର ଜିଲ୍ଲାପାଳ ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ସମ୍ପର୍କରେ ସୂଚନା ଦେଇଥିଲେ । ବୈଧାନିକ…

ଆନ୍ଦୋଳନରେ ପରିଣତ ହୋଇଛି ପାଣି ପଞ୍ଚାୟତ

ଭୁବନେଶ୍ୱର, : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ୨୦୨୩ ଉଦ୍‌ଯାପନ ସମାରୋହ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଯାପନୀ ମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟ ଆଜି ଏକ ଆନ୍ଦୋଳନରେ ପରିଣତ…

ବାବରଙ୍କଠୁ ଡବଲ ସ୍ମୃତିଙ୍କ ଦରମା

ନୂଅ ।ଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡ଼ବ୍ଲୁପିଏଲ୍‌)ର ପ୍ରଥମ ସଂସ୍କରଣ ପାଇଁ ଅ ।ୟୋଜିତ ମେଗା ନିଲାମ ସଂପନ୍ନ ହୋଇଛି । ମୋଟ୍‌ ପାଞ୍ଚଟି ଦଳ ଏହି ନିଲାମରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍‌ କରିଛନ୍ତି । ଦୁନିଅ ।ରେ ସଂପ୍ରତି ଅନେକ…

ପୁଲୱାମା ଆକ୍ରମଣକୁ ପୂରିଲା ୪ ବର୍ଷ ଏବେ ବି ପାକିସ୍ତାନରେ ଅଛନ୍ତି ମାଷ୍ଟରମାଇଣ୍ଡ

ଶ୍ରୀନଗର : ଫେବ୍ରୁଅ ।ରି ୧୪ରେ ହୋଇଥିବା ପୁଲୱାମା ଅ ।ତଙ୍କବାଦୀ ଅ ।କ୍ରମଣକୁ ୪ ବର୍ଷ ପୂରଣ ହୋଇଛି । ଏହି ଅ ।ତ୍ମଘାତୀ ଅ ।କ୍ରମଣରେ ୪୦ ଜଣ ସିଅ ।ରପିଏଫ କର୍ମୀ ସହିଦ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟସେନା ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ କରିଥିଲା । ଇତି ମଧ୍ୟରେ ଏହି ଘଟଣାକୁ ୪ ବର୍ଷ…