ଦୋଷ ନଥାଇ ପପୁ ପମପମଙ୍କୁ ପଥର ମାଡ, ଅଳ୍ପକେ ବର୍ତ୍ତିଲା ଜୀବନ

ପଥର ମାଡ ହୋଇଛି ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲା ଚିକିଟି ବ୍ଲକ ସୋରଳ ଗ୍ରାମରେ l କିନ୍ତୁ ଏହି ପଥର ମାଡରୁ ପପୁ ବଂଚି ଯାଇଥିଲେ l ତେବେ ଗାଁରେ ଜାଗର ଯାତ୍ରାର ଗୋଟେ ଦିନ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁଙ୍କୁ…

ମହାଦେବଙ୍କ ପୀଠରେ ଲାଗି ହୁଏ ମଦ ଓ କାନ୍ଦୁଲ ସିଝା

ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ l ସେଥିପାଇଁ ସବୁ ଅଞ୍ଚଳ ଚଳଚଞ୍ଚଳ, ପ୍ରଭୁ ଭୋଳାବାବାଙ୍କ ପୂଜା ପାଇଁ ଆଜି ଅନେକ ଭକ୍ତଙ୍କ ଭିଡ ଲାଗିଛି ସବୁ ମନ୍ଦିରରେ। ଏମିତିକି ସମସ୍ତ ଶୈବପିଠ ମାନଙ୍କରେ ଭୋର ସକାଳ ଠାରୁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ବାବାଙ୍କୁ ପୂଜା…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ

ନୂଆଦିଲ୍ଲୀ : ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ । ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ·ଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ଦ୍ୱିତୀୟ ଟେଷ୍ଟ ଅଧାରୁ ଦଳରୁ ବାଦ୍‌ ପଡିଲେ ୱାର୍ଣ୍ଣର

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଡେଭିଡ ୱାର୍ଣ୍ଣର ଟେଷ୍ଟରୁ ବାଦ୍‌ ପଡିଛନ୍ତି । ୱାର୍ଣ୍ଣରଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା, ଯେଉଁଥିପାଇଁ ଟିମରୁ ବାଦ୍‌ ପଡିଛନ୍ତି ।…

ତୁର୍କୀରୁ ଫେରିଲେ ‘ଅପରେସନ ଦୋସ୍ତ’ ହିରୋ

ଅଙ୍କାରା : ଭୂକମ୍ପ ପ୍ରପୀଡ଼ିତ ତୁର୍କୀରେ ୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ଉଦ୍ଧାରକାରୀ ଦଳ ସ୍ୱଦେଶ ଫେରିଆସିଛନ୍ତି । ସେମାନଙ୍କୁ ଉସିତ ସ୍ୱାଗତ କରାଯାଇଛି । ତୁର୍କୀ ସରକାର ଭାରତକୁ ପୁଣି ଭୂୟସୀ ପ୍ରଶଂସା କରିଛନ୍ତି । ଉଦ୍ଧାର ଅଭିଯାନରେ ଏନ୍‌ଡିଆରଏଫ୍‌ ଏବଂ ଡଗ୍‌ ସ୍କ୍ୱାଡ୍‌…

ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ ପରେ ଛନକା ସମୁଦ୍ରରେ ବୁଡ଼ିଯିବ ଉପକୂଳ ଓଡ଼ିଶା !, ଗୋପାଳପୁର-ପାରାଦୀପ-ଭଦ୍ରକ ଓ…

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାଇଁ ବଢ଼ୁଛି ବିପଦ । ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି । ଅଧିକାଂଶ ଉପକୂଳିଆ ଜିଲ୍ଲା ଆଗକୁ ଜଳମଗ୍ନ ହେବାକୁ ଯାଉଛି । ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟର ଅନେକ ଉପକୂଳିଆ ଜିଲ୍ଲା ପାଇଁ ଆସନ୍ନ ବିପଦ ଚିନ୍ତା ବଢ଼ାଇଛି । ମୁଖ୍ୟତଃ…

ପେନ୍‌ସିଲ କଟର-ପାଣିଗୁଡ଼ ଓ ଟ୍ରାକିଂ ଡିଭାଇସ୍‌ ଉପରେ ଜିଏସ୍‌ଟି ହ୍ରାସ, ୬ ରାଜ୍ୟ ପାଇଁ ୧୬ହଜାର ୯୮୨ କୋଟି ଟଙ୍କା…

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି କାଉନସିଲର ୪୯ ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପେନସିଲ୍‌ କଟର ବା ପେନସିଲ କଳ ଓ ପାଣିଗୁଡ଼ ଉପରେ ଜିଏସଟି ହ୍ରାସ କରିବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପେନସିଲ୍‌…

ପଦ୍ମପୁରରୁ ମିଶନ ପଶ୍ଚିମ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ବରଗଡ଼ ଗସ୍ତରେ ଯିବେ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେହିପରି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚେକ୍‌…

ମହାଶିବରାତ୍ରୀ ୨୦୨୩: ମନସ୍କାମନା ପୂର୍ଣ୍ଣ ପାଇଁ ନିଜ ରାଶି ଅନୁସାରେ ଏପରି କରନ୍ତୁ ଜାଗର ପୂଜା

ଆଜି ହେଉଛି ପବିତ୍ର ମହା ଶିବରାତ୍ରୀ। ଏପରି ବିଶ୍ୱାସ ରହିଛି ଯେ ଆଜିର ଦିନରେ ଆପଣ ଶିବ ପୂଜା କରି ନିଜ ମନସ୍କାମନା ପୂର୍ଣ୍ଣ କରି ପାରିବେ। ଖାସ ସେଥି ପାଇଁ ହିଁ ଆଜିର ଦିନରେ ସମସ୍ତ ଭକ୍ତ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତି। ତେବେ ନିଜ ରାଶି ଅନୁସାରେ ମଧ୍ୟ ଶିବ ପୂଜା…

ଜାଗରରେ ଶିବଙ୍କୁ ପୂଜା କରିବାର ସଠିକ୍ ବିଧି, ଭୁଲରେ ମହାଦେବଙ୍କୁ ଚଢ଼ାନ୍ତୁନି ଏହି ଜିନିଷ: ଜାଣନ୍ତୁ କିପରି କରିବେ…

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ। ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତାରିଖରେ ହିଁ ମହାଦେବ ପ୍ରଭୁ ଶିବଙ୍କର ମହାଶିବରାତ୍ରୀ ପାଳନ କରାଯାଏ। ଆଜିର ଦିନ ଶିବ ଭକ୍ତଙ୍କ ପାଇଁ ଖୁବ୍ ବଡ଼। ଏମିତିକି ଶାସ୍ତ୍ର ଅନୁଯାୟୀ, ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ ଫାଲଗୁନ ମାସର ଚତୁର୍ଦ୍ଦଶୀ…