ବ୍ରାଜିଲ୍ରେ ବର୍ଷା ଓ ଭୂସ୍ଖଳନରେ ୨୪ ମୃତ
ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶରେ ପ୍ରକୃତିର କୋପ । ବ୍ରାଜିଲ୍ରେ ବନ୍ୟା ତାଣ୍ଡବ ରଚିଛି । ବାଦଲ ଫଟା ବର୍ଷା ପରେ ଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ପ୍ରାୟ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକଲୋକ ପ୍ରଭାବିତ ହୋଇଛନ୍ତି । ସ୍ଥାନୀୟ…