ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ପତ୍ନୀ, ସମ୍ପର୍କିୟ ଭାଇଙ୍କ ସମେତ ତିନି ଗିରଫ
ଖୋର୍ଦ୍ଧା, ୨୩ ଜାନୁଆରୀ - ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରୁ ଏକ ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ହତ୍ୟା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୃତକ ମନୋରଞ୍ଜନ ମହାପାତ୍ର (୩୫)ଙ୍କ ପତ୍ନୀ, ସମ୍ପର୍କିୟ ଭାଇ…