ନାଲକୋ ସିପିପି ଛକରେ ପିଛା ଛାଡ଼ୁନି ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ

ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ଗତକାଲି  ଲଗାତାର ଦୁଇଟି ଦୁର୍ଘଟଣା ହୋଇଛି । ଗତକାଲି ୧୦ଟା ସମୟରେ ରାସ୍ତା ସଫା କରୁଥିବା ଭାକୁମ୍ ମେସିନ୍ ୪୦୭ ଟ୍ରକକୁ ନାଲକୋ କାରଖାନାର ଆସୁଥିବା କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହାର ଆପସ ବୁଝାମଣା ପରେ କ୍ଷତିପୂରଣ ରାଶି ପ୍ରଦାନ…

ଆକସ୍ମିକ ସଡ଼କ ଦୁର୍ଘଟଣା, ଦୁଇ ଆହତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଛକ ନିକଟରେ ଆକସ୍ମିକ ସଡ଼କ ଦୁର୍ଘଟଣା ଘଟିଯାଇଛି l ଉଭୟ ଙ୍କ ମଧ୍ୟରେ ଦୁହେଁ ଦୁହି ଙ୍କ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି l ସୂଚନାନୁଯାଇ ଜଣେ ନିକଟସ୍ଥ ଖଲିଆଭଟା ଗ୍ରାମ ର ବସୁ ସିଂ ହୋଇଥିବାବେଳେ  ଆର ଜଣ ବିଜମାରା ଗ୍ରାମ…

ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ, ବିପଦରେ ଗୋବଂଶ : ସ୍ଥିତି ଉପରେ ନଜର ରଖିଛନ୍ତି ଚିକିତ୍ସକ ଦଳ

ବଲାଙ୍ଗିର, ୨୧ ଜାନୁଆରୀ - ବଲାଙ୍ଗିର ଜିଲ୍ଲାରେ ଏବେ ଭୁତାଣୁଜନିତ ସଂକ୍ରମିତ ଚର୍ମ ରୋଗ ଲାମ୍ପି ଚାରିଆଡ଼େ ଆତଙ୍କ ଖେଳାଇଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଗାଈ ଗୋରୁ ମାନେ ମୃତ୍ୟୁ ମୁଖରେ ପଡିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ ବ୍ୟାପିଛି । ଏହି ରୋଗରେ…

ଦୁଇ ବର୍ଷ ପରେ ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଯାଜପୁର, ୨୧ ଜାନୁଆରୀ - ଆଜି ତ୍ରିବେଣୀ ଅମାବାସ୍ୟା । ଏହି ପବିତ୍ର ତିଥିରେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ ପରମ୍ପରା ଅନୁସାରେ ପାଳିତ ହେଉଛି । ଜିଲ୍ଲା ପ୍ରଶାସନର କୋଭିଡ଼୍ କଟକଣା ପାଇଁ ଦୁଇ ବର୍ଷ ହେଲା ମାଙ୍କ ଜନ୍ମୋତ୍ସବରେ ଦର୍ଶନ କରିପାରିନଥିଲେ…

“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍

ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର । ନିଦେ୍ର୍ଦଶକ ପ୍ରଶାନ୍ତ ନୀଲଙ୍କର ନିଦେ୍ର୍ଦଶିତ ନୂଅ । ଫିଲ୍ମ । ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଚାଲିଛି । ଏହି ଚଳଚ୍ଚିତ୍ରଟି…

ସମ୍ବାଦ ଗ୍ରୁପ୍ର ବ୍ରାଣ୍ଡ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆର ଷଷ୍ଠ ସଂସ୍କରଣ ଅତୀତର ଗୌରବକୁ ପୁନର୍ଜୀବିତ କରିବାକୁ…

ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଆଗେଇ ·ଲିଛି । ଦେଶ ବିଦେଶର ବଡ଼ ବଡ଼ ଶିଳ୍ପସଂସ୍ଥା ଓ ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆମ ସରକାର ମଧ୍ୟ ସେମାନଙ୍କୁ ରାଜ୍ୟରେ ଶିଳ୍ପସଂସ୍ଥା ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛି । ସେ…

ଖଣି ପରିଚାଳନା କ୍ଷେତ୍ରରେ ଓଡ଼ିଶା ସର୍ବଶ୍ରେଷ୍ଠ ଉଦାହରଣ

ଖଣି ଓ ଖଣିଜ କ୍ଷେତ୍ରରେ ଓଡିଶା ହେଉଛି ସଂଘୀୟ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଉଦାହରଣ । ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟ ଶତ ପ୍ରତିଶତ ଓଡ଼ିଶାର । ଦେଶର ୭୫ ପ୍ରତିଶତ ବକ୍ସାଇଟ, ୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ଉତ୍ପାଦନ ହେଉଛି । ଖଣି କ୍ଷେତ୍ରରେ ପରିଚାଳନା ପାଇଁ…

ଜୀବନ୍ତ ହେବ ଡାକୋଟା କାହାଣୀ

ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକାତାରୁ ଓଡ଼ିଶା ଅଣାଯିବା ପରେ ପେଣ୍ଟିଂ ଓ ଡେଣ୍ଟିଂ କାମ ଆରମ୍ଭ ହୋଇଛି । ଡାକୋଟା ବିମାନର ବଡ଼ି, ଇଞ୍ଜିନ୍, ୱିଙ୍ଗ ଓ ବିଭିନ୍ନ ପାର୍ଟ୍ସ ନଷ୍ଟ ହୋଇଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଷ୍ଟେଟ ହ୍ୟାଙ୍ଗରରେ ବିଜୁବାବୁଙ୍କ ଡାକୋଟାର ମରାମତି କାମ…

ଆଲିଆଙ୍କ ହଲିଉଡ୍ ଡେବ୍ୟୁର ରିଲିଜ୍ ଡେଟ୍‌

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ । ୨୦୨୨ ବର୍ଷ ଅ ।ଲିଅ ।ଙ୍କ ପାଇଁ ବହୁତ ଭଲ ଥିଲା । ସେ ଚଳିତ ବର୍ଷ ଅଭିନୟ କରିଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପର ହିଟ୍ ହୋଇଛି । ଏହା ବ୍ୟତୀତ ଏହି ବର୍ଷ ଅ ।ରମ୍ଭରେ ଅଭିନେତ୍ରୀ ରଣବୀର କପୁରଙ୍କୁ ବିବାହ କରିଥିଲେ ।…

ଯୁଦ୍ଧରେ ରୁଷ୍‌ର ବିଜୟ ସୁନିଶ୍ଚିତ : ପୁଟିନ୍‌

ମସ୍କୋ : ରୁଷ୍‌ର ଶକ୍ତିଶାଳୀ ସେନା-ଶିଳ୍ପ କାରଖାନାଗୁଡ଼ିକ ଉତ୍ପାଦନ ତ୍ୱରାନ୍ୱିତ କରୁଥିବାରୁ ୟୁକ୍ରେନ୍ ଉପରେ ତାଙ୍କ ଦେଶର ବିଜୟ ସୁନିଶ୍ଚିତ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଭ୍ଲାଦିମି ପୁଟିନ୍‌ କହିଛନ୍ତି । "ଏୟାର ଡିଫେନ୍‌ସ୍ ସିଷ୍ଟମ୍‌' ନିର୍ମାଣ କରୁଥିବା ସେଣ୍ଟ ପିଟର୍ସବର୍ଗସ୍ଥିତ…