ବିଜୁ ଜୟନ୍ତୀରେ ଡାକୋଟାର ଲୋକାର୍ପଣ, ଯୁବପିଢ଼ିଙ୍କୁ ଦେବ ଅନେକ ବାର୍ତ୍ତା

ଭୁବନେଶ୍ୱର ଏୟାରପୋର୍ଟରେ ବିଜୁବାବୁଙ୍କ ଐତିହାସିକ ଡାକୋଟା ଯନ୍ତ୍ରାଂଶଗୁଡ଼ିକ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ ଦିଆଯିବ । ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ । ଗତକାଲି ତିନୋଟି…

୯ ବୃହତ୍ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏ କମିଟିର ଅନୁମୋଦନ, ପାରାଦୀପରେ ହେବ ଷ୍ଟିଲ ପ୍ଲାଣ୍ଟ

ଓଡ଼ିଶାରେ ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ । ଜଗତସିଂହପୁର ଜିଲ୍ଳା ପାରାଦୀପରେ ୭ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର । ୩୮ ହଜାର କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୧୧,୪୯୫ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ…

ଗାଁ ରେ ଏବେବି ଚାଲିଛି ଚେଙ୍କ ଚିକିତ୍ସା 

ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳିଛି ଆଜାଦିକ ଅମୃତ ମହୋତ୍ସବ। ସେପଟେ କିନ୍ତୁ ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିର ବଶବର୍ତ୍ତୀ ହୋଇ ପେଟରୋଗ ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏବେବି ଚାଲିଛି  ଏକ ଗାଁ ରେ ଚେଙ୍କ ଚିକତ୍ସା| ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ…

ସିଲକ ସିଟି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ, ସିନେ ତାରକାଙ୍କ ଗୀତର ତାଳେ ତାଳେ ଡ୍ୟାନ୍ସ କଲେ ଦର୍ଶକ

ଗତକାଲି ବ୍ରହ୍ମପୁର ସିଲକ ସିଟି  ଫେଷ୍ଟ ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ୍ ଡ୍ୟାନ୍ସ ରେ ଝୁମିଲେ ଦର୍ଶକ ।ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ କଲେଜ ଗ୍ରାଉଣ୍ଡରେ ଚାଲିଥିବା ମହୋତ୍ସବ  ବିଭିନ୍ନ ଖ୍ୟାତନାମା କଳାକାରଙ୍କ ନାଚ ଓ ଗୀତରେ ସହରବାସୀ ବିମୋହିତ। ଗତ କାଲି ଚତୁର୍ଥ ସନ୍ଧ୍ୟାରେ ମଧ୍ୟ…

ପୁଣି ଅଲୋଡା ହେଲା ନବଯାତ ଶିଶୁକନ୍ୟା ।

ନବଜାତ ଶିଶୁ କନ୍ୟାକୁ କିଏ ଅଲୋଡ଼ାକରି ଦେଉଛି ତ ଆଉ କିଏ କୋଳେଇ ନେଉଛି  ।  କେତେବେଳେ ଡାକ୍ତରଖାନାର  ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି…

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପନ୍ତଙ୍କ ଟ୍ୱିଟ୍‌

ଋଷଭ ପନ୍ତଙ୍କ ଫ୍ୟାନ ଓ କ୍ରିକେଟ ସମର୍ଥକଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଋଷଭ ପନ୍ତ । ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ଋଷଭ ପନ୍ତ ଏବେ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୩୦ ତାରିଖ…

ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର

କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ଆଦେଶ ମୁତାବକ କେନ୍ଦ୍ର ସରକାରଙ୍କ ୨୦୦୨ ମସିହା ଜାନୁଆରୀ ୧୧ ତାରିଖରେ ଉଚ୍ଚ ସାମ୍ବିଧାନିକ ପଦବୀ ଅନୁଯାୟୀ ସବୁ ରାଜ୍ୟ ସରକାରଙ୍କୁ…

ଓଡ଼ିଶା ଅଭିମୁଖେ ଡାକୋଟା

ଫେରୁଛି ପ୍ରବାଦପୁରୁଷ ବିଜୁବାବୁଙ୍କ ଡାକୋଟା । ବିମାନର ସବୁ ଅଂଶ ଖୋଲିବା ପରେ ଏବେ ପ୍ୟାକିଂ ସରିଛି । ଏଆରଡିସିର ୧୦ ଜଣିଆ ଟିମ୍‌ ଗତ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ରାତିରେ ଦୁଇଟି ଲରିରେ ଡାକୋଟା ବିମାନର ସବୁ ଅଂଶ ଲୋଡ କରାଯିବା ପରେ ଆସନ୍ତାକାଲି ସନ୍ଧ୍ୟାରେ କୋଲକାତାର…

ଆଜିଠୁ ହକି ମହାକୁମ୍ଭ

ରାଜ୍ୟରେ ହକି ବିଶ୍ୱକପ୍‌ ଫିଭର । କାଲି କ୍ରିକେଟ୍‌ର ଗଡ଼ କଟକ ବାରବାଟୀରେ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ସମାରୋହ । ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ । ଉଲ୍ଲାସ, ଉତ୍ସାହ ଏବଂ ଉତ୍ସବର ମହାପର୍ବରେ ଦୁଲୁକିବ ମଞ୍ଚ । ଉତ୍ସବର ମାହୋଲ ଭିତରେ କମ୍ପିବ ବାରବାଟୀ ।…

ଶିଶୁ ଶ୍ରମିକ ଉଦ୍ଧାର

ଜୟପୁର , 10 ଜାନୁଆରୀ ଜିଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି । ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଙ୍କ ନେତ୍ୃତ୍ୱରେ ଜିଲା ଶିଶୁ ଶ୍ରମିକ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲା ଶିଶୁ ସୁରକ୍ଷା ଅଧିକାରି ରାଜେଶ୍ୱରି ଦାସ, ସହକାରି…