ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପାଳନ ହେବ ‘ଓଡ଼ିଶା ଦିବସ’
ନୂଆଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଗୁରୁବାର ଦିନ ଓଡ଼ିଶା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର କାର୍ଯ୍ୟକ୍ରମକୁ ଏଥିରେ ପ୍ରଦର୍ଶିତ କରାଯିବ । ବିଶେଷକରି ମହିଳା ସଶକ୍ତିକରଣ ଉପରେ ଏହା ପର୍ଯ୍ୟବେଷିତ ହେବ । ଏହି ଓଡ଼ିଶା ଦିବସକୁ ସଫଳ…