କଥା କଥାରେ ଫୁଟିଲା ଗୁଳି ୧ ମୃତ
ରାଉରକେଲା, 13 ନଭେମ୍ବର । ରାଉରକେଲା ସହରରେ ଏବେ କଥା କଥାକେ ଫୁଟୁଛି ଗୁଳି,ବଂଧୁକ ସହରରେ ହାଉଯାଉ । ଆଜି ସକାଳୁ ଝିରିପାଣି ଅଂଚଳରେ ସାମାନ୍ୟ କଥାକୁ ନେଇ ଜଣେ ଯୁବକ ବାଂଛା ତନ୍ତି ନାମକ ବ୍ୟକ୍ତିଙ୍କୁ ଗୁଳି କରିଦେବାରୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ…