ଗିନିଜ ବୁକ୍ ଅଫ୍ ୱାରଲ୍ଟ ରେକର୍ଡରେ ସ୍ଥାନ ପାଇବା ପାଇଁ CMC ଅଫିସରେ ଚାଲିଛି କସରତ୍

ଆଜି ଦେଶ ତଥା ବିଶ୍ୱରେ ଓଡ଼ିଶା ମାଟିର ସନ୍ତାନ ମାନେ ଓଡ଼ିଶା ପାଇଁ ବହୁ ଗର୍ବ ଓ ଗୌରବ ଆଣିଛନ୍ତି ।ଗିନିଜ ବୁକ୍ବିଶ୍ଵ ରେକର୍ଡ ଓ ପଦ୍ମଶ୍ରୀ ଭଳି ବହୁ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଓଡ଼ିଆ ମାନେ ନିଜ ନାମରେ କରିଛନ୍ତି। ମାତ୍ର ଆଜି କଟକ ମହାନଗର ନିଗମ ତରଫରୁ ଏକ ନିଆରା ଉଦ୍ୟମ ଆରମ୍ଭ…

ଇଡି ବିରୁଦ୍ଧରେ ଜେଏମଏମର ଆନ୍ଦୋଳନ ଆଜି

ନୂଆଦିଲ୍ଲୀ, 05 ନଭେମ୍ବର ପ୍ରବର୍ତନ ନିର୍ଦେଶାଳୟ ଦ୍ୱାରା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରା ଉଚୁରା ପାଇଁ ଡାକିବାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଜେଏମଏମ ଓ ତାଙ୍କ ସହଯୋଗୀ ମାନେ ବିରୋଧ ପ୍ରଦର୍ଶନ କରିବେ ।

ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା : ଦେଢଘଣ୍ଟା ନୀତି ବିଳମ୍ବ

ପୁରୀ, ୩ ନଭେମ୍ବର - ଆଜି ସକାଳୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ଏହାଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଣିପଡ଼ି ଧୁଆ ଯାଇଥିଲା। ଚୂନ ଛିଟା ପକାଯାଇ ଶୁଦ୍ଧ କରାଯିବା ପରେ ଦର୍ଶନ ଆରମ୍ଭ ହୋଇଛି। ଆଜି କାର୍ତିକମାସ ଦଶମୀ ଗୁରୁବାର ସୁଦଶା ବ୍ରତ ଯୋଗୁ…

ଅଭିଯୋଗ ପାଇବା ପରେ ଚାଷୀଙ୍କୁ ପାଣି ଯୋଗାଇଲେ ଅଧିକ୍ଷଣ ଯନ୍ତ୍ରୀ

କେନ୍ଦ୍ରାପଡା-, 3 ନଭେମ୍ବର,  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଏବଂ ଆୟବା ପଂଚାୟତର ଶହ ଶହ ଚାଷୀ ସେମାନଙ୍କ ଚାଷ ଜମିରେ ପାଣି ନଯିବାରୁ ଫସଲ ସଂପୂର୍ଣ୍ଣ ଭାବରେ ଉଜୁଡିବାକୁ ବସିଥିବା ଅଭିଯୋଗ କରିବା ପରେ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ…

ପୋଷ୍ୟ କନ୍ୟା ସନ୍ତାନ ଗ୍ରହଣ କଲେ ବେଙ୍ଗଲୀ ପରିବାର

କେନ୍ଦ୍ରାପଡା-, 3 ନଭେମ୍ବର ,ପଶ୍ଚିମବଙ୍ଗର ଏକ ଦମ୍ପତି ଗରାପୁର ଶିଶୁ ଗୃହରେ ପାଳିତ ଏକ କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଜଣାପଡିଛି । ଏହି ଉପଲକ୍ଷେ ସମସ୍ତ ଆଇନ ଅନୁମୋଦିତ କାର୍ଯ୍ୟ ସରିବା ପରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ପଶ୍ଚିମବଙ୍ଗରୁ ଆସିଥିବା ଏହି…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଘୋଷଣା: ମୃତ ପୋଲିଂ ଅଧିକାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର, ୦୩ ନଭେମ୍ବର - ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା । ଗତକାଲି ରାତିରେ ନଟବର ମୁଣ୍ଡା ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ଗତକାଲି ତାଙ୍କୁ ଭଦ୍ରକ…

ବାତ୍ୟା ରୁପ ନେଲା ଗଭିର ଅବପାତ

ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଲା ବାତ୍ୟା ସି-ତ୍ରାଙ୍ଗ ବାତ୍ୟା ସି-ତ୍ରାଙ୍ଗ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରୁଛି ୧୨ ଘଣ୍ଟାପରେ ଭିଷଣ ବାତ୍ୟାରେ ପରିଣତ ହେବ ସାଗର ଦ୍ବୀପଠାରୁ ୫୮୦ କିଲୋମିଟର ଦକ୍ଷିଣରେ ଥିବା ବେଳେ ବାଂଲାଦେଶ ବରିସାଲଠାରୁ ୭୪୦ କିଲୋମିଟର ଦୂରରେ ରହିଛି…

ଜନନାୟକଙ୍କ ଜନ୍ମଦିନରେ ଡ଼ୁମାଣୀ ଟିଭି ତରଫରୁ କେକ କାଟି ନବୀନ ପଟ୍ଟନାୟକଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରାଗଲା

୨୫ବର୍ଷ ନିରବଚ୍ଛିନ୍ନ ସେବାର ସାଧକ ତଥା ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୭ବର୍ଷରେ ପାଦ ଥାପିଛନ୍ତି । ଏହି ଜନନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ଡୁମାଣୀ ଟିଭି’ କାର୍ଯ୍ୟାଳୟ ପରିସରରେ ତାଙ୍କର ଜନ୍ମଦିନକୁ ଧୂମଧାମ୍‌ରେ ପାଳନ କରାଯାଇଥିଲା । ‘ଡୁମାଣୀ ଟିଭି’ ସମ୍ପାଦକ…

ଧାମନଗର: ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌, ମହିଳା ସଶକ୍ତିକରଣ କ୍ଷେତ୍ରରେ ପୁଣି ସାଜିଲେ ଉଦାହରଣ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତୁତ । ଆଜି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ôଥପତ୍ର ଦାଖଲ…

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ଵର: ବିଶିଷ୍ଟ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଓଡିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଛି। ରାଜଭବନରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ୩୦୦…