ନବରାତ୍ରିର ଚତୁର୍ଥ ଦୁର୍ଗା ସ୍ଵରୂପ ମା କୁଷ୍ମାଣ୍ଡା
ପୁରୀ, ୨୯ ସେପ୍ଟେମ୍ବର - ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା ଦୂର୍ଗାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି । ନବରାତ୍ରିର ଚତୁର୍ଥ ଦିବସରେ ଆଜି ମା ଦୁର୍ଗାଙ୍କ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହେଉଛି । ଚତୁର୍ଥ ଦୁର୍ଗାଙ୍କର ନାମ କୁଷ୍ମାଣ୍ଡା ଅଟେ । ଈଷତ୍ ହାସ୍ୟ…