ମସ୍କଙ୍କ ଟ୍ୱିଟର କିଣାବିକାକୁ ମଞ୍ଜୁରୀ
ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଓ ଟେସଲା କମ୍ପାନୀ ସିଇଓ ଏଲନ୍ ମସ୍କ ଯଦିଓ ଟ୍ୱିଟର କିଣିବା ଯୋଜନାରୁ ଓହରିଯାଇଛନ୍ତି, କିନ୍ତୁ ଟ୍ୱିଟରର ଅଂଶଧନକାରୀ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଅର୍ଥାତ୍ ଏଲନ ମସ୍କଙ୍କ ୪୪ ବିଲିୟନ୍ ଡଲାରର କିଣାବିକା ଚୁକ୍ତିକୁ ଟ୍ୱିଟରର ଅଂଶଧନକାରୀ ଅନୁମୋଦନ…