ଭଉଣିକୁ ହତ୍ୟା ଉଦ୍ୟାମ, ଭାଇ ଗିରଫ

ଜୟପୁର, 11 ସେପ୍ଟେମ୍ବର : ଜୟପୁର ଟାଉନ ପୋଲିସ ଭଉଣିକୁ ହତ୍ୟା ଉଦ୍ୟାମ କରିଥିବା ଅଭିଯୋଗରେ ଭାଇକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଓଡିଆ ମେଦ୍ରି ସାହିର ମହେଶ ପାଙ୍ଗି । ପୋଲିସ ସୁଚନା ଅନୁଯାଇ ଓଡିଆ ମେଦ୍ରୀ ସାହିରେ ରହୁଥିବା ମିନି ହରିଜନ କୁ ଟଙ୍କା ମାଗିଥିଲେ ଦେବାରୁ ଛୁରିରେ…

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା

ଭୁବନେଶ୍ଵର, ୧୧ ସେପ୍ଟେମ୍ବର - ଗତ ୨୪ ଘଂଟାରେ ରାଜ୍ୟରେ ୩ ସ୍ଥାନରେ ଅତି ପ୍ରବଳ ବର୍ଷା (୧୧୫.୬ ରୁ ୨୦୪.୪ ମି.ମି.) ଏବଂ ୩୪ ସ୍ଥାନରେ ପ୍ରବଳ ବର୍ଷା (୬୪.୫ ମି.ମି.ରୁ ୧୧୫.୫ ମି.ମି.) ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ୧୫୪ ମି.ମି. ଢେଙ୍କାନାଳ ସହରରେ ରେକର୍ଡ କରାଯାଇଛି ।…

ରାସ୍ତାରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗିର, ୧୧ ସେପ୍ଟେମ୍ବର - ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରୁ  ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗାଁର କୁମ୍ଭାର ଗଳିରେ ରହୁଥିବା ସୁରେଶ ଭୁଏ (୪୫) । ମୃତକଙ୍କ ପରିବାର ଲୋକେ ଏହା ଏକ…

ଦକ୍ଷିଣ ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଅବପାତ 

ଭୁବନେଶ୍ଵର, ୧୧ ସେପ୍ଟେମ୍ବର - ଦକ୍ଷିଣ ଓଡିଶା ଏବଂ ପାର୍ଶ୍ଵବର୍ତୀ ଅଂଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଗୋପାଳପୁର ଠାରୁ ଉତର-ପଶ୍ଚିମ ଦିଗରେ ୨୫ କି.ମି. ଦୂରରେ ଏହା କେନ୍ଦ୍ରୀଭୂତ ରହିଛି । ଏହା ଆଗାମୀ ୨୪ ଘଂଟା ମଧ୍ୟରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ…

୪୮ ଘଣ୍ଟାରେ ଲଗୁଚାପ ସମ୍ଭାବନା

ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…

ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବନ୍ଦ ପାଳନ ହେଉଛି। ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଏହାସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୀର୍ଘ ଦିନ…

କେବେ ପାଇବେ ନବୀନ ଭାରତ ରତ୍ନ?

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଦକ୍ଷ ପ୍ରଶାସନିକ ଦୃଷ୍ଟିଭଙ୍ଗି ଓଡ଼ିଶାକୁ ଜାତୀୟ ସ୍ତରରେ ସୁନାମ ଆଣିଦେଇଛି । ଏଭଳି ଜଣେ ସରଳ, ନିଷ୍କପଟ ଓ ଲୋକପ୍ରିୟ ଜନନେତା ନବୀନ ଭାରିରତ୍ନ ପାଇବା ପାଇଁ ଯୋଗ୍ୟ ବୋଲି…

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ନବୀନ ପଟ୍ଟନାୟକ

ଓଡ଼ିଶା ରାଜ୍ୟ ର ବିନ୍ଧାଣୀ ତଥା ବିକାଶ ପୁରୁଷ ନବୀନ ପଟ୍ଟନାୟକ ୨୫ ବର୍ଷ ନିରନ୍ତର ଭାବେ ଓଡ଼ିଶାବାସୀଙ୍କ ସେବା ଓ ବିକାଶ ହିଁ ତାଙ୍କର ଏକମାତ୍ର ବ୍ରତ ହୋଇ ରହିଛି । ତାଙ୍କ ଉଲ୍ଲେଖନୀୟ ନେତୃତ୍ବ ପାଇଁ ଆଜି ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ । ଶ୍ରେଷ୍ଠ ଶାସକ ନବୀନ…

ଆସନ୍ତା ୩ ସପ୍ତାହ ମଧ୍ୟରେ ସକ୍ରିୟ ହେବ ମୌସୁମୀ ବର୍ଷା

ସେପ୍ଟେମ୍ବର ମାସରେ ପୁଣି ଥରେ ବର୍ଷାରେ ଉବୁଡୁବୁ ହେବ ଓଡ଼ିଶା । ଆସନ୍ତା ୩ ସପ୍ତାହ ମଧ୍ୟରେ ତିନିଟି ଲଘୁଚାପ ସହ ପୁଣି ସକ୍ରୀୟ ହୋଇପାରେ ମୌସୁମୀ ବର୍ଷା । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଦିନ କୋରାପୁଟ, ନବରଙ୍ଗପୁର,…

ଶୁଭଶ୍ରୀ ଆତ୍ମହତ୍ୟା ମାମଲା : ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ୍

ଭୁବନେଶ୍ୱର, 3 ସେପ୍ଟେମ୍ବର- ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲାରେ ଖାରବେଳନଗର ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି । ମୁଖ୍ୟ ଅଭିଯୁକ୍ତ ଚିତରଂଜନ ଜେନାଙ୍କୁ ସାଥୀରେ ନେଇ ଶାସ୍ତ୍ରୀନଗର ସ୍ଥିତ ଘରେ ପହଂଚି ଆତ୍ମହତ୍ୟା ପରେ କିଭଳି ମୃତଦେହକୁ…